ବାହାଘର ଆଗରୁ ନିଜକୁ ସୁନ୍ଦର ଦେଖାଯିବାକୁ କେତେ କ’ଣ କରିଥାଏ ଝିଅଟିଏ । ହେଲେ ବାହାଘରର ଦିନ କେଇଟା ପରେ ଶରୀରରେ ପରିବର୍ତ୍ତନ ଦେଖାଯାଏ। ଖୋଲାଖୋଲି କହିବାକୁ ଗଲେ ସବୁବେଳେ ସ୍ଲିମ୍ ଟ୍ରିମ୍ ଦିଶୁଥିବା ଝିଅଟି ଟିକେ ମୋଟି ହୋଇଯାଏ । ହେଲେ ଏହାର କାରଣ କ’ଣ ଜାଣିଛନ୍ତି? ହୁଏତ ଆପଣ ଭାବୁଥିବେ ବାହାଘର ପରେ ନିୟମିତ ଶାରୀରିକ ସମ୍ପର୍କ ରଖିବା ହିଁ ଏମିତି ପରିବର୍ତ୍ତନ ଲାଗି ଦାୟୀ। ଡାକ୍ତରଙ୍କ ମତରେ ସେକ୍ସ ଏକ ଗୁରୁତ୍ୱପର୍ଣ୍ଣ କସରତ । ବାସ୍ତବରେ ସେକ୍ସ ପାଇଁ ନୁହେଁ ଅନ୍ୟ କିଛି କାରଣ ପାଇଁ ଏମତି ପରିସ୍ଥିତି ଆସିଥାଏ ।

ଆସନ୍ତୁ ଜାଣିବା କ’ଣ ପାଇଁ ବିବାହ ପରେ ଝିଅଟିର ଶରୀରରେ ପରିବର୍ତ୍ତନ ଆସେ…
ବୋହୂ ହେବାର ଦାୟିତ୍ୱ: ଯଦି ଥରଟିଏ ଝିଅ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଏ ତାହେଲେ ତା ଦାୟିତ୍ୱ ବି ବଢିଯାଏ । ଶାଶୁଘରେ ନିଜର କାମକୁ ନେଇ ଏପରି ବ୍ୟସ୍ତ ରୁହେ ଯେ, ନିଜର ଯତ୍ନ ନେବାକୁ ତା ପାଖରେ ସମୟ ନଥାଏ । ତେଣୁ ବିବାହିତା ମହିଳାଙ୍କ ଓଜନ ବଢ଼ିଯାଏ।
ବାହାଘର ଆଗରୁ ନିଜକୁ ସୁନ୍ଦର ଦେଖାଯିବାକୁ କେତେ କ’ଣ କରିଥାଏ ଝିଅଟିଏ । ହେଲେ ବାହାଘରର ଦିନ କେଇଟା ପରେ ଶରୀରରେ ପରିବର୍ତ୍ତନ ଦେଖାଯାଏ। ଖୋଲାଖୋଲି କହିବାକୁ ଗଲେ ସବୁବେଳେ ସ୍ଲିମ୍ ଟ୍ରିମ୍ ଦିଶୁଥିବା ଝିଅଟି ଟିକେ ମୋଟି ହୋଇଯାଏ । ହେଲେ ଏହାର କାରଣ କ’ଣ ଜାଣିଛନ୍ତି? ହୁଏତ ଆପଣ ଭାବୁଥିବେ ବାହାଘର ପରେ ନିୟମିତ ଶାରୀରିକ ସମ୍ପର୍କ ରଖିବା ହିଁ ଏମିତି ପରିବର୍ତ୍ତନ ଲାଗି ଦାୟୀ। ଡାକ୍ତରଙ୍କ ମତରେ ସେକ୍ସ ଏକ ଗୁରୁତ୍ୱପର୍ଣ୍ଣ କସରତ । ବାସ୍ତବରେ ସେକ୍ସ ପାଇଁ ନୁହେଁ ଅନ୍ୟ କିଛି କାରଣ ପାଇଁ ଏମତି ପରିସ୍ଥିତି ଆସିଥାଏ ।
ଆସନ୍ତୁ ଜାଣିବା କ’ଣ ପାଇଁ ବିବାହ ପରେ ଝିଅଟିର ଶରୀରରେ ପରିବର୍ତ୍ତନ ଆସେଟ୍ଟ
ବୋହୂ ହେବାର ଦାୟିତ୍ୱ: ଯଦି ଥରଟିଏ ଝିଅ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଏ ତାହେଲେ ତା ଦାୟିତ୍ୱ ବି ବଢିଯାଏ । ଶାଶୁଘରେ ନିଜର କାମକୁ ନେଇ ଏପରି ବ୍ୟସ୍ତ ରୁହେ ଯେ, ନିଜର ଯତ୍ନ ନେବାକୁ ତା ପାଖରେ ସମୟ ନଥାଏ । ତେଣୁ ବିବାହିତା ମହିଳାଙ୍କ ଓଜନ ବଢ଼ିଯାଏ।
ସୁଖମୟ ଦାମ୍ପତ୍ୟ: ବିବାହ ପରେ ଓଜନ ବଢ଼ିବାର ଅନ୍ୟ ଏକ କାରଣ ହେଲା, ଦମ୍ପତିଙ୍କ ସୁଖମୟ ଜୀବନ । ତେବେ ଏ ନେଇ ୨୦୧୩ରେ ପ୍ରକାଶିତ ହୋଇଥିବା ଏକ ‘ହେଲ୍ଥ ସାଇକୋଲାଜି ଆର୍ଟିକଲ୍’ରେ ଦର୍ଶାଯାଇଛି କି, ଯେଉଁ ଦମ୍ପତିଙ୍କ ଭିତରେ ଅଧିକ ପ୍ରେମ ଭାବନା ଓ ଉଲ୍ଲାସ ରହିଥାଏ ସେମାନଙ୍କ କ୍ଷେତ୍ରରେ ଓଜନ ଦୃତ ଗତିରେ ବୃଦ୍ଧି ହୋଇଥାଏ।
କନିଆ ଡାକରା ପରମ୍ପରା: ଓଡିଆ ଘରେ କନିଆ ଡାକରା ପରମ୍ପରାଟିଏ ଅଛି । ଝିଅଟିଏ ବାହାହୋଇ ଯିବା ଆଗରୁ କୁଣିଆ ଘର ବୁଲି ଏମିତି ଖିଆପିଆରେ ଆପ୍ୟାୟିତ ହୋଇଥାଏ । ଏହି ତୋରାଣୀ ଖିଆ ପରମ୍ପରା ଖାଦ୍ୟ ରୁଚିରେ ପରିବର୍ତ୍ତନ ଆଣିଥାଏ । ଯାହା ପରବର୍ତ୍ତି ସମୟରେ ବିବାହିତ ମହିଳାଙ୍କ ଲାଗି ମୋଟାପାର କାରଣ ହୋଇଥାଏ । ଏଭଳି ପରମ୍ପରା ଖାଲି ଓଡିଆ ଘରେ ନୁହେଁ ବରଂ ଦେଶର ଅନ୍ୟ ଭାଗରେ ମଧ୍ୟ ପ୍ରଚଳିତ ।