ସାମାନ୍ୟ ଅବହେଳା ପାଇଁ ଜନ୍ମ ହୋଇଥାଏ କିନ୍ନର ପିଲା। ଯାହାକୁ ସମାଜ ସହଜରେ ଗ୍ରହଣ କରିବାକୁ ନାରାଜ ହୋଇଥାଏ। ଗର୍ଭାବସ୍ଥାରେ ଆପଣଙ୍କ ସାମାନ୍ୟ ଭୁଲ୍ ପାଇଁ କିନ୍ନର ସନ୍ତାନ ଜନ୍ମ ନେଇଥାଏ ବୋଲି ଜଣା ପଡ଼ିଛି। ବୈଜ୍ଞାନିକଙ୍କ ମତରେ କିନ୍ନର ସନ୍ତାନ ଜନ୍ମ ହୁଏ ଯେତେବେଳେ ମା ଗର୍ଭରରେ ସନ୍ତାନ ଏକ ମାସରୁ ତିନି ମାସ ଭିତରେ ହୋଇଥାଏ। ଏହି ସମୟରେ ମା ଯଦି ରୋଗାଗ୍ରସ୍ଥ ଥାନ୍ତି କିମ୍ବା କୌଣସି ଜ୍ୱରରେ ପୀଡିତ ହୋଇଥାନ୍ତି ସେତେବେଳେ ଏହାର ପ୍ରଭାବ ଶିଶୁ ଉପରେ ପଡେ। ଏହି ସମୟରେ ଯଦି ମା ପାୱାର ଫୁଲ ମେଡ଼ିସିନ ଖାଇଦିଅନ୍ତି ତେବେ ଏହା ମଧ୍ୟ କିନ୍ନର ଜନ୍ମର ଏକ କାରଣ ହୋଇଥାଏ। ଏହାସହ ଏହି ସମୟରେ ଯଦି ମା ଅଧିକ କେମିକାଲ ଯୁକ୍ତ ଖାଦ୍ୟ ଖାଇଥାନ୍ତି ତାହା ମଧ୍ୟ ଏକ କାରଣ ହୋଇପାରେ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଯଦି ଏହି ସମୟରେ ମାକୁ ପ୍ରବଳ ଜ୍ୱର କିମ୍ବା କୌଣସି ରୋଗ ହୋଇଛି ତେବେ ଅବହେଳା ନ କରି ତୁରନ୍ତ ଡାକ୍ଟରଙ୍କ ପରାମର୍ଶ ନେଇ ସଠିକ ଓୌଷଧ ସେବନ କରିବା ଉଚିତ୍।