ଆଜି ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ବିଭିନ୍ନ କ୍ଷେତ୍ରକୁ ମୋଦି ସରକାର ସମାନ ଗୁରୁତ୍ୱ ଦେଇଛନ୍ତି। ଚଳିତ ବର୍ଷ ମୋଟ ବଜେଟର ପରିମାଣ ୩୦,୪୨,୨୩୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ତେବେ ଜାଣନ୍ତୁ କେଉଁ ବିଭାଗକୁ କେତେ ବେୟବରାଦ ହୋଇଛି।
ଶିକ୍ଷା-୯୯,୩୧୨
ଶକ୍ତି-୪୨,୭୨୫
ବୈଦେଶିକ ବ୍ୟାପାର-୧୭,୩୪୭
ଅର୍ଥ-୪୧,୮୨୯
ସ୍ୱାସ୍ଥ୍ୟ- ୬୭,୪୮୪
ଗୃହ ବ୍ୟାପାର-୧,୧୪,୩୮୭
ସୁଧ-୭,୦୮,୨୦୩
ଆଇଟି ଓ ଟେଲିକମ-୫୯,୩୪୯
ଯୋଜନା ଓ ପରିସଂଖ୍ୟାନ-୬,୦୯୪
ଗ୍ରାମୀଣ ବିକାଶ-୧,୪୪,୮୧୭
ବିଜ୍ଞାନ ବିଭାଗ-୩୦୦୨୩
ସମାଜିକ କଲ୍ୟାଣ-୫୩,୮୭୬
ଟିକସ ପ୍ରଶାସନ-୧,୫୨,୯୬୨
ରାଜ୍ୟର ଭାଗ-୨,୦୦,୪୪୭
ପରିବହନ-୧,୬୯,୬୩୭
କେନ୍ଦ୍ରଶାସିତ ଅଞ୍ଚଳ-୫୨,୮୬୪
ସହରାଞ୍ଚଳ ବିକାଶ-୫୦,୦୪୦
ଅନ୍ୟାନ୍ୟ ଖର୍ଚ୍ଚ-୮୪,୨୫୬
ପେନସନ-୨,୧୦,୬୮୨
ପ୍ରତିରକ୍ଷା-୩,୨୩,୦୫୩
ମୁଖ୍ୟ ସବସିଡ୍-୨,୨୭,୭୯୪
କୃଷି ଓ କୃଷିଭିତ୍ତିକ କାର୍ଯ୍ୟକ୍ରମ-୧,୫୪,୭୭୫
ବାଣିଜ୍ୟ ଓ ଶିଳ୍ପ-୨୭,୨୨୭