ଟୋକିଓ ଟିକେଟ୍ ପାଇଁ ଟାଇଟ୍ ଟକ୍କର: ହାରିଲେ ସବୁ ସ୍ୱପ୍ନ ଧୂଳିସାତ୍

ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିବ ହକି କ୍ରେଜ୍। କଳିଙ୍ଗରେ କମାଲ କରିବେ ଭାରତୀୟ ଖେଳାଳି। ଖେଳାଯିବ ଏଫଆଇଏଚ୍‌ ଅଲିମ୍ପିକ…

ଇତିହାସ ରଚିବ ଇଡେନ୍ ଗାର୍ଡେନ୍: ନଭେମ୍ବରରେ ଭାରତ ଖେଳିବ ନିଜର ପ୍ରଥମ ଦିବା-ରାତ୍ର ଟେଷ୍ଟ୍

କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଭାରତୀୟ କ୍ରିକେଟ୍ ଦଳ ତା’ର ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ ଖେଳିବ। ଐତିହାସିକ ଇଡେନ୍ ଗାର୍ଡେନ…

କାଳୀପୂଜା ପାଇଁ ଉଠୁଛି ପଡୁଛି ଭଦ୍ରକ: ଚାନ୍ଦବାଲି ଓ ତିହିଡି ମଧ୍ୟ ଚଳଚଞ୍ଚଳ,ମୁଖ୍ୟ ଆକର୍ଷଣ ଅପେରା

କାଳୀପୂଜା ପାଇଁ ଭଦ୍ରକ ସହର ଚଳଚଞ୍ଚଳ। ମା’ ଭଦ୍ରକାଳୀଙ୍କ ପୀଠ ସହ ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମା’ କାଳୀ।…

ବାଣ ଫୁଟାଇବା ବେଳେ ପୋଡ଼ିଗଲେ କ’ଣ କରିବେ: ଜାଣନ୍ତୁ ଡାକ୍ତର ଅଭିଶେକଙ୍କ ଆରୋଗ୍ୟ ଟିପ୍ସ୍

ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ପର୍ବରୁ ଲୋକେ ଆଲୋକର ପର୍ବ ମଧ୍ୟ କହିଥାନ୍ତି। ଦୀପାବଳିରେ ଘରକୁ ରଙ୍ଗବେରଙ୍ଗ ଆଲୋକରେ ସଜାଇବା…

ମୋଦିଙ୍କ ଓଡ଼ିଶା ମୋହ: ଓଡ଼ିଆ IAS ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ

ଓଡ଼ିଆ ପୁଅଙ୍କ ସଫଳତା। ଜମ୍ମୁ ଓ କାଶ୍ମୀରର ପ୍ରଥମ  ଉପ ରାଜ୍ୟପାଳ  ହେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ମୟୁରଭଞ୍ଜ…

ଗାଙ୍ଗୁଲୀଙ୍କ ନୂଆ ଟିମରେ ବିରାଟ ଆଉଟ୍, ରୋହିତଙ୍କ ଉପରେ ଭରସା: ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍କ୍ୱାଡ୍

ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ…

ଦୀପାବଳି ପାଇଁ ଆସିଲା ନୂଆ ନିୟମ: ନିର୍ଦ୍ଦେଶ ନମାନିଲେ ଜେଲ୍

ଦୀପାବଳିରେ ବାଣଫୁଟା ଉପରେ କଟକଣା। ଚାଇନା ବାଣ ଫୁଟାଇବାକୁ ବାରଣ କରାଯାଇଛି।ଭାରତୀୟ ବାଣ ପ୍ରସ୍ତୁତକାରୀ କମ୍ପାନିଠାରୁ କେବଳ ବାଣ କିଣି ଫୁଟାଇବେ।…

ଆମେରିକାରେ ବି ଏଥର ପାଳନ ହେବ ଦୀପାବଳି: ଜଣାନ୍ତୁ ରାଷ୍ଟ୍ରପତି ଟ୍ରମ୍ପ କେବେ ଓ କେଉଁଠି ପାଳିବେ ଏହି ପର୍ବ

ବିଶ୍ୱର ଅନେକ ଦେଶରେ ଦୀପାବଳି  ଉତ୍ସବ ପାଳନ କରାଯାଉଛି। ବିଶେଷ କରି ଆମେରିକାରେ ଧୁମ ଧାମରେ ପାଳନ ହେଉଛି ଏହି ପର୍ବ। ଆମେରିକା…

20 ବର୍ଷ ତଳର ଢିଲା ବ୍ଲେଜର୍ ପିନ୍ଧି BCCI ଅଧ୍ୟକ୍ଷ ପଦ ସମ୍ଭାଳିଲେ ସୌରଭ

ଆଜି ଠାରୁ ଦାଦାଗିଗି ଆରମ୍ଭ। ବିସିସିଆଇର ନୂଆ ବସ୍ ହେଲେ ବେଙ୍ଗଲ ଟାଇଗର୍ ସୌରଭ ଗାଙ୍ଗୁଲୀ। ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର…

ଏହି ବରିଷ୍ଠ IPS ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ବରିଷ୍ଠ ଆଇପିଏସ୍‌ ଅଫିସର ଧୀରେନ୍ଦ୍ର ସାମ୍ଭାଜି କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ…