ଆସନ୍ତା ହୋଲିକୁ ଆଖି ଆଗରେ ରଖି ଓ୍ୱାଇ ଜୋନ ଓଡ଼ିଆରେ ମୁକ୍ତିଲାଭ କରିଛି ୟଙ୍ଗ ସେନସେସନ୍ ମଣ୍ଟୁ ଛୁରିଆଙ୍କର କଣ୍ଠରେ ନୂଆ ଗୀତ ‘ଜାନୁ ବିନା ଜୀବନ ଭଙ୍ଗା ଲଣ୍ଠନ’। ଏହାର ପ୍ରୋଯୋଜନା କରିଛନ୍ତି ପ୍ରୟଦର୍ଶୀ ମହାନ୍ତି ଏବଂ ଗୀତ ଲେଖିଛନ୍ତି ଓ ସ୍ୱର ସଂଯୋଜନା କରିଛନ୍ତି ରିଷବ ପ୍ରତୀକ। ଏଥିରେ ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ସୁବାଶିଷ କୁମାର। ସ୍ମୃତି ଷ୍ଟୁଡିଓରେ ଗୀତ ରେକର୍ଡିଂ ଓ ମିକ୍ସିଂ କରାଯାଇଛି। ଗୀତଟିର ଲିରିକ୍ସି ଆଜିକାଲିର ୟୁବପିଢିକୁ ଧ୍ୟନରେ ରଖି କରାଯାଇଛି। ଯେଉଁଥିରେ ଜାନୁ ସାଥେ ଜୀବନ କିପରି ହୋଇପାରେ ତାହା ଦର୍ଶାଯାଇଇଛି। ଏହା ସମ୍ପୂର୍ଣ୍ଣ ମନୋରଂଜନ ଭିତ୍ତିକ ସଂଗୀତ ଯାହା ଯୁବ ପିଢିଙ୍କୁ ପସନ୍ଦ ଆସିବ ବୋଲି ଆଶାକରାଯାଇଛି।…