ଭାରତକୁ ବଡ଼ ସଫଳତା। ରାଜ୍ୟଗୋଷ୍ଠୀ ଟେବୁଲ ଟେନିସରେ ଭାରତୀୟ ମହିଳା ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ । କଟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପରେ ଭାରତୀୟ ମହିଳା ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚରେ ଇଂଲଣ୍ଡ ମହିଳା ଦଳକୁ ୩-୦ ଗୋଲରେ ପରାସ୍ତ କରି ଏହି ସଫଳତା ହାସଲ କରିଛି ଭାରତୀୟ ମହିଳା ଟିମ।
