ତମେ ଏତେ ସୁନ୍ଦର, ଏତେ ନିର୍ମଳ ଲାଗ, ଯେମିତି କେହି ଭାରି ଆପଣାର ।
ତମ ସହ ସମ୍ପର୍କଟା ଭାରି ନିଆରା ଆମର ।
ଜହ୍ନ ମାମୁଁ ମୋର, ଏତେ ବାଟ ଆସିଛୁ ନେବା ପାଇଁ ତମ ଖବର ।
କାହିଁ ଡେରି କର, ଖୋଲିଦିଅ ତମ ଦୁଆର ।
ସକୁଶଳେ ପାଇଗଲେ ବାରତା ତମର ।
ଖୁସି ହେବ ମନ ମୋ ଭାରତ ମାତାର ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.