କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ଖୋଲ, ନହେଲେ ୨୦ରୁ ଆନ୍ଦୋଳନ

ସର୍ବସାଧାରଣଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲାଯାଉ। ନହେଲେ ୨୦ରୁ ଆନ୍ଦୋଳନ କରାଯିବ। ଏଭଳି ଧମକ ଦେଇଛି  କଳିଙ୍ଗ ଷ୍ଟାଡିୟମ ୱାକର୍ସ ଆସୋସିଏସନ୍‌।…

ଶାହାଙ୍କ ମାଷ୍ଟର୍ ପ୍ଲାନ୍, ଦିଦିଙ୍କୁ ପଡ଼ିପାରେ ମହଙ୍ଗା: ବେଙ୍ଗଲର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗାଙ୍ଗୁଲୀ?

ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୌରଭ ଗାଙ୍ଗୁଲିଙ୍କୁ ନାଟକୀୟ ଢଙ୍ଗରେ ଯେଉଁଭଳି ବିସିସିଆଇର…

ସଫଳତା ଯେମିତି ଦୂତିଙ୍କ ପିଛା ଛାଡ଼ୁନି: ପୁଣି ଆଉ ଏକ ସ୍ୱର୍ଣ୍ଣ ପଦକ ଭେଟି ଦେଲେ ଦୌଡ଼ରାଣୀ

୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଆଉ ଏକ ସଫଳତା। ରବିବାର ଦୂତି ନିଜ ନାଁରେ…

ଭୁବନେଶ୍ୱରରେ ମହିଳା ହକି ଦଳ: ଦେଖନ୍ତୁ ଭିଡିଓ,କଳିଙ୍ଗ ଷ୍ଟାଡ଼ିୟମ ବିଷୟରେ କ’ଣ କହିଲେ ଅଧିନାୟିକା

ଭୁବନେଶ୍ୱରେ ଓମ୍ୟାନ ହକି ଟିମ୍‌। ଆସନ୍ତା ନଭେମ୍ବର 1 ଓ 2 ତାରିଖରେ ଭୁବନେଶ୍ୱରରେ ଏଫଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟାର୍ସ ଖେଳାଯିବା।…

ଦୂତି, ଜଉନା ଓ ଅମିୟଙ୍କୁ ସ୍ୱର୍ଣ୍ଣ ପଦକ: ନିଜ ରେକର୍ଡ ନିଜେ ଭାଙ୍ଗି ଜାତୀୟ ରେକର୍ଡ ସୃଷ୍ଟି କଲେ ଦୌଡ଼ରାଣୀ

ଦୂତିଙ୍କ ନୂଆ କୀର୍ତ୍ତିମାନ। ସଫଳତା ଯେମିତି ଦୂତିଙ୍କ ପିଛା ଛାଡୁନି। ଗୋଟିଏ ପରେ ଗୋଟିଏ ଇଭେଣ୍ଟରେ ସେ ଆକର୍ଷଣୀୟ ପ୍ରଦର୍ଶନ ଜାରି…

ମହାଷ୍ଟମୀରେ ଦେଶବାସୀଙ୍କୁ ଟିମ୍ ଇଣ୍ଡିଆର ମହାବିଜୟ ଭେଟି

ଦେଶରେ ଦୁର୍ଗାପୂଜାର ମାହୋଲ। ଆଜି ମା’ ଦୁର୍ଗାଙ୍କ ପବିତ୍ର ମହାଷ୍ଟମୀ। ଏହି ଅବସରରେ ଦେଶବାସୀଙ୍କୁ ମହାବିଜୟର ଉପହାର ଦେଇଛି ଟିମ୍ ଇଣ୍ଡିଆ।…

କ୍ରିକେଟ୍ ଆଡଭାଇଜରି କମିଟି ଅଧ୍ୟକ୍ଷ ପଦରୁ କପିଲ ଦେବଙ୍କ ଇସ୍ତଫା

ବିସିସିଆଇ କ୍ରିକେଟ୍ ଆଡଭାଇଜରି କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି କପିଲ୍ ଦେବ । ବିସିସିଆଇ ଦ୍ୱାରା ନିଯୁକ୍ତ ୩ ଜଣିଆ…

ଚାଇନାରେ ଭାରତୀୟ ବାନା ଉଡ଼ାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି। ଚାଇନାରେ ଖେଳାଯାଇଥିବା ଚାଇନା ପାରା-ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ…

ଭୁୁବନେଶ୍ୱରରେ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ ପାଇଁ ରୂପରେଖ ପ୍ରସ୍ତୁତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ। ଏଇଠୁ ବାହାରିବେ ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି। ସିନ୍ଧୁ, ସାଇନାଙ୍କ ପରି ଅନେକ ବଡ଼ ବଡ଼…

ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଆଶୀର୍ବାଦ ଗୋଷ୍ଠୀଙ୍କ କବ୍‌ଜା, ପୁଅ ହେଲେ ସମ୍ପାଦକ

ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଭାବେ ସଞ୍ଜୟ ବେହେରା ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ବାରବାଟୀ ଷ୍ଟାଡିୟମର ଓସିଏ ସମ୍ମିଳନୀ କକ୍ଷରେ ବହୁ…