ମାଡ଼ି ଆସୁଛି ଆଉ ଏକ ଲଘୁଚାପ, ୫ଟି ଜିଲ୍ଲା ପାଇଁ ଆଲର୍ଟ ଜାରି

ୱେଷ୍ଟବେଙ୍ଗଲ ଓ ବାଂଲାଦେଶ ମଧ୍ୟରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ…

ପିଲା ହେଲାନି ବୋଲି ମରିଗଲେ ଉଚ୍ଚ ଶିକ୍ଷିତ ଦମ୍ପତି

ପିଲା ହେଲାନି ବୋଲି ଜୀବନ ହାରିଲେ ଉଚ୍ଚ ଶିକ୍ଷିତ ସ୍ୱାମୀ-ସ୍ତ୍ରୀ। ରାଉରକେଲା ଏନ୍‌ଆଇଟିର ଆସୋସିଏଟ୍‌ ପ୍ରଫେସର ଓ ତାଙ୍କ ପତ୍ନୀ ଆତ୍ମହତ୍ୟା…

ଓଡ଼ିଆ ପୁଅଙ୍କୁ ସମ୍ମାନ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଅର୍ଜୁନ ପୁରସ୍କାର

ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଅର୍ଜୁନ ପୁରସ୍କାର। ଏଥି ପାଇଁ ତାଙ୍କ ନାଁ ମନୋନୀତ ହୋଇଛି। ତାଙ୍କ…

ସୁନା ଝିଅକୁ ସ୍ୱର୍ଣ୍ଣ ପଦକ

ଦେଶର ସ୍ପ୍ରିଣ୍ଟ କୁଇନ୍ ଦୁତୀ ଚାନ୍ଦ ପୁଣି ଚମକିଲେ। ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ଚାମ୍ପିୟନସିପରେ ସେ ସ୍ୱର୍ଣ୍ଣ ପଦକ…

ବିଜେଡି ନେତାଙ୍କୁ ଥଇଥାନ କରାଇଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବହୁ ବିଜେଡି ନେତାଙ୍କୁ ରାଜ୍ୟର ଭିନ୍ନ ନିଗମ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। କେଉଁ ବିଜେଡି…

ନିର୍ବାଚନ ପୂର୍ବରୁ ଆଖିବୁଜି କାଳିଆ ଟଙ୍କା ବାଣ୍ଟିଲେ: ଏବେ କହୁଛନ୍ତି ତମେ ଅଯୋଗ୍ୟ, ଟଙ୍କା ଫେରାଅ

କାଳିଆ ଯୋଜନାକୁ ନେଇ ସରକାର ଏବେ ଅଡ଼ୁଆରେ ପଡିଛନ୍ତି। ଅନେକ ଅଯୋଗ୍ୟ ଚାଷୀ କାଳିଆ ଟଙ୍କା ନେଇଯାଇଥିବା କହି ସେମାନଙ୍କୁ ଟଙ୍କା…

୭ ଦିନିଆ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବୟସ୍କଙ୍କୁ ୬୦ ଓ ପିଲାଙ୍କୁ ମିଳିବ ୪୫ ଟଙ୍କା

ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ବନ୍ୟା ପ୍ରଭାବିତ ୫…

ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି:୪୫ ମିନିଟ୍ ପରିବର୍ତ୍ତେ ଏଣିକି ଦେଢଘଣ୍ଟା ହେବ ଗୋଟିଏ କ୍ଲାସ

ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏଣିକ ସ୍କୁଲରେ ଇଂରାଜୀ,…

ବର୍ଷାରେ ବେହାଲ ସାରା ଓଡ଼ିଶା: ରେଳ ଧାରଣାରେ ପାଣି, ଟ୍ରେନ ଚଳାଚଳ ଠପ୍

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାରା ରାଜ୍ୟ ଏବେ ବେହାଲ। ଅନେକ ଜିଲ୍ଲାରେ ବନ୍ୟାସ୍ଥିତି ଦେଖାଦେଇଛି। ସବୁଠୁ ଅଧିକ ପ୍ରଭାବିତ…

ସାବଧାନ! ଡିପ୍ ଡିପ୍ରେସନର ରୂପ ନେଲା ଘୂର୍ଣ୍ଣିବଳୟ, ଘଡ଼ଘଡ଼ି ସହ ଆହୁରି ଦୁଇ ଦିନ ବର୍ଷିବ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସାରା ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା। ବିଶେଷ କରି ଉପକୂଳ ଓଡ଼ିଶା …