ବିଜେଡି ଯୁବ ଓ ଛାତ୍ରଙ୍କ ନ୍ୟାୟ ଆନ୍ଦୋଳନ

ପୋଲିସ ଏସଆଇ ପରୀକ୍ଷାରେ ବ୍ୟାପକ ଜାଲିଆତି ବିରୁଦ୍ଧରେ ଆଜି ଗଞ୍ଜାମ ଜିଲ୍ଲା ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ‘ଯୁବ-ଛାତ୍ର ନ୍ୟାୟ ଆନ୍ଦୋଳନ’ରେ ଯୋଗ ଦେଲି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ନେତୃବୃନ୍ଦଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରିବା ସହିତ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କଲୁ।

Leave a Reply

Your email address will not be published. Required fields are marked *