ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ରହିଚନ୍ଦନଙ୍କୁ ତେଲେଙ୍ଗାନା ଦାୟିତ୍ୱ

ନବନିଯୁକ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ। ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନା ପାଇଁ ଅତିରିକ୍ତି ଦାୟିତ୍ୱରେ ରହିବେ ବିଶ୍ୱଭୂଷଣ ହରିଚନ୍ଦନ । ଆସନ୍ତା ୨୩ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାତ୍ରା କରିବେ। ରାତିରେ ରାଜଭବନରେ ରାତ୍ରୀଯାପନ କରିବା ପରେ ୨୪ ତାରିଖ ୧୧.୩୦ରେ ଶପଥ ଗ୍ରହଣ କରିବେ । ଏବଂ ଏହାପରେ ତେଲେଙ୍ଗାନା ପାଇଁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *