ଦେଶର ସବୁଠୁ ବଡ଼ ଏବଂ ଲୋକପ୍ରିୟ ରିୟଲିଟି ଶୋ’ ‘ବିଗ୍ବସ୍’ରେ ଏପର୍ଯ୍ୟନ୍ତ ଜଣେ ହିଁ ଓଡ଼ିଆ କେବଳ ସାମିଲ ହୋଇପରିଛନ୍ତି। ସିଜିନ୍-11ରେ ଅଂଶଗ୍ରହଣ କରିଥିଲେ ଓଡ଼ିଆ ପୁଅ ସବ୍ୟସାଚୀ ଶତପଥୀ ଓରଫ ସଗୁନ ଶତପଥୀ। ପ୍ରକୃତରେ ବିଗ୍ ବସରେ କଣ ହୁଏ, ସେଠାରେ ଯାହା ହୁଏ ତାହା ସବୁ ସ୍କିପ୍ଟେଡ୍ କି ନୁହେଁ , ‘ବିଗ୍ବସ୍’ ଘରେ ଗୋଟେ ସ୍ପିରିଟ୍ ଥାଏ ବୋଲି କୁହାଯାଏ, ଏହା କେତେ ସତ କେତେ ମିଛ ଏସବୁକୁ ନେଇ ନିଜ ମୁହଁ ଖୋଲି କହିଛନ୍ତି ଓଡ଼ିଆ ପୁଅ ସବ୍ୟସାଚୀ ସତପଥୀ ଓରଫ ସଗୁନ ସତପଥୀ।