ନେତାଙ୍କ ପିଛା ଛାଡୁନି କରୋନା, ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ଜଣ ବିଧାୟକ ଓ ୩ ଜଣ ସାଂସଦଙ୍କୁ କରୋନା

କରୋନା ମହାମାରୀ କକବଳରୁ କେହି ବି ପଡ଼ିନହାନ୍ତି ବାଦ। ସେ ସାଧାରଣ ଲୋକ ହୁଅନ୍ତୁ ବା ନେତା ମନ୍ତ୍ରୀ କିମ୍ବା ସେଲିବ୍ରେଟି , ସମସ୍ତଙ୍କୁ  କରୋନା ତାର ଶିକାର ବନେଇଛି। ତେବେ ରାଜ୍ୟରେ କରୋନରେ ଆକ୍ରାନ୍ତ ନତୋଙ୍କ ସଂଖ୍ୟା କମ୍ ନାହିଁ,  ରାଜ୍ୟରେ ଏର୍ପଯ୍ୟନ୍ତ ୧୮ ଜଣ ବିଧାୟକ ଓ ୩ ଜଣ ସଂସାଦ କରୋନାରେ ଆକ୍ରାନ୍ତ ହୋଇସାରିଲଣେି…

ଓଡ଼ିଶାରୁ ପ୍ରଥମ ନତୋ ଭାବେ ନୀଳଗିର ବିଧାୟକ ସୁକାନ୍ତ ନାୟକ କରୋନରେ ଶିକାର ହୋଇଥିଲେ. ଏହା ପରେ ଜଣକ ପରେ ଜଣେ ନତୋ ସଂକ୍ରମିତ ହୋଇଚାଲିଲେ. ସାଲପେୁର ବିଧାୟକ ପ୍ରଶାନ୍ତ ବହେରୋ, ରମେୁଣା ବିଧାୟକ ସୁଧାଂଶୁ ପରିଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଖଣ୍ଡପଡ଼ା ବିଧାୟକ ସୌମୟରଂଜନ ପଟ୍ଟନାୟକ, ଭୁବନଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜନୋ, ଭୁବନେଶ୍ୱର ଉତ୍ତର ବିଧୟକ ସୁକାନ୍ତ ରାଉତ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପଟାଙ୍ଗି ବିଧାୟକ ପିତମ ପାଢୀ, ଚାନ୍ଦବାଲୀ ବିଧାୟକ ବ୍ୟୋମକଶେ ରାୟ, ବାସୁଦବେପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବଡମ୍ବା ବିଧାୟକ ଦବେୀ ମିଶ୍ର, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂ, ଅରୁଣ ସାହୁ,  ପଦ୍ମିନୀ ଦିଆନ କରୋନାରେ ଆକ୍ରନ୍ତ ହୋଇଛନ୍ତି। କବେଳ ଏତିକି ନୁହେଁ ବରଗଡ଼ ସାଂସଦ ସୁରଶେ ପୂଜାରୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ନବରଙ୍ଗପୁର ସାଂସଦ ରମଶେ ମାଝୀ ମଧ୍ୟ କରୋନାରେ ଶିକାର ହୋଇଛନ୍ତି। ତବେ ଅନକେ ନେତା କରୋନାକୁ ହରାଇ ସୁସ୍ଥ ହୋଇଥିବା ବେଳେ କିଛି ନତୋ ଏବେ ଚିକିତ୍ସିତ ହେଉଛନ୍ତି…

Leave a Reply

Your email address will not be published. Required fields are marked *