ATM କାଉଣ୍ଟରରେ ସାନିଟାଇଜର୍

ଭାରତରେ ୧୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାରେ ଜନଙ୍କର ପଜେଟିଭ୍ ନମୂନା ଆସିଛି। ଏପରି ସ୍ଥିତିରେ ସଚେତନ ହେଲେ ଏହି ମହାମାରୀକୁ ପରାଜୟ କରିହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି ୪ରୁ ୫ ଥର ହାଲକ୍ ସାବୁନ ପାଣିରେ ମୋବାଇଲ ସଫା କରନ୍ତୁ। କୌଣସି ଟେବୁଲରେ ଫୋନ୍ ରଖନ୍ତୁ ନାହିଁ । ସର୍ବଦା ହାତ ଧୁଅନ୍ତୁ, ଦୁରତା ଅବଲମ୍ବନ କରନ୍ତୁ। ATM କାର୍ଡକୁ ସଫା ରଖନ୍ତୁ। ସେପଟେ ପ୍ରତ୍ୟେକ ବ୍ୟାଙ୍କରକୁ କୁହାଯାଇଛି ସେମାନଙ୍କ ATM କାଉଣ୍ଟରରେ ଷ୍ଟାନିଟାଇଜର ରଖିନ୍ତୁ। ଏହା ଆଗାମୀ ଦିନରେ ବାଧ୍ୟତାମୂଳକ ହେବ। ବିଦେଶରୁ ଓଡ଼ିଶା ଫେରିଥିବା ଲୋକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୨୩୯ ଜଣ ପଂଜିକରଣ କରିଛନ୍ତି। ଏହାସହ ୧୦୪ ନମ୍ବରକୁ ୧୦ ହଜାର କଲ୍ ଆସିଥିବା କରୋନା ମୁକାବିଲା କମିଟର ମୁଖ୍ୟ ମୁଖପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *