ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ସ୍ୱାଧୀନତା ଦିବସକୁ ନେଇ ରାଜ୍ୟରେ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ତେବେ ଆସନ୍ତୁ ଜାଣିବା ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ…
କଟକ- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ଅନୁଗୁଳ- ବିକ୍ରମ କେଶରୀ ଆରୁଖ
ପୁରୀ-ପ୍ରଫୁଲ ମଲ୍ଲିକ
କେନ୍ଦ୍ରାପଡ଼ା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଳାହାଣ୍ଡି- ପଦ୍ମନାଭ ବେହେରା
ମୟୁରଭଞ୍ଜ- ପ୍ରତାପ ଜେନା
ଢ଼େଙ୍କାନାଳ- ଅରୁଣ ସାହୁ
ସୁନ୍ଦରଗଡ଼- ସୁଦାମ ମାରାଣ୍ଡି
କନ୍ଧମାଳ- ସୁଶାନ୍ତ ସିଂହ
ବଲାଙ୍ଗୀର- ନବକିଶୋର ଦାଶ
ନୟାଗଡ଼- ଟୁକୁନୀ ସାହୁ
କେନ୍ଦୁଝର-ଜଗନ୍ନାଥ ସାରକା
ସମ୍ବଲପୁର-ଦିବ୍ୟଶଙ୍କର ମିଶ୍ର
ବାଲେଶ୍ୱର-ଅଶୋକ ପଣ୍ଡା
ଯାଜପୁର-ସମୀର ରଞ୍ଜନ ଦାଶ
ନବରଙ୍ଗପୁର-ଜ୍ୟୋତିପ୍ରକାଶ ପାଣିଗ୍ରାହୀ
କୋରାପୁଟ- ପ୍ରେମାନନ୍ଦ ନାୟକ
ମାଲକାନଗିରି-ରଘୁନନ୍ଦନ ଦାସ
ରାୟଗଡ଼ା-ପଦ୍ମିନୀ ଦିଆନ
ଗଜପତି-ତୁଷାରକାନ୍ତି ବେହେରା
ଭଦ୍ରକ- ରାଜସ୍ୱ ପର୍ଷଦ ସଭ୍ୟ
ଖୋର୍ଦ୍ଧା, ବ୍ରହ୍ମପୁର ଓ ରାଉରକେଲା- ରାଜସ୍ୱ କମିସନର