ଅଗଷ୍ଟ ୧ ‘ସମ୍ବଲପୁରୀ ଦିବସ’କୁ ସରକାରୀ ମାନ୍ୟତା ଦାବି: ଭୁବନେଶ୍ୱରରେ ବାଇକ୍ ରାଲି, ଦେଖନ୍ତୁ ଭିଡିଓ

ଅଗଷ୍ଟ ୧ ‘ସମ୍ବଲପୁରୀ ଦିବସ’। ପଶ୍ଚିମ ଓଡ଼ିଶାବାସୀ ଅଗଷ୍ଟ ୧କୁ ସମ୍ବଲପୁରୀ ଦିନ ଭାବେ ପାଳ କରୁଛନ୍ତି। ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ତିଥିକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ଉପଲକ୍ଷେ ପଶ୍ଚିମ ଓଡ଼ିଶା ଯୁବମଂଚ ପକ୍ଷରୁ ଗୁରୁବାର ଗୁରୁବାର ଭୁବନେଶ୍ୱରରେ ମଟରସାଇକେଲ ରାଲି କରାଯାଇଥିଲା। ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ୮ ନମ୍ବର ଡିଏଭି ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା ଏହି ରାଲି। ଏହାସହ ଏହି ଦିନକୁ ସରକାର ଛୁଟି ଘୋଷଣା କରିବା ସହ ସରକାରୀ ମାନ୍ୟତା ଦେବା ପାଇଁ ମଞ୍ଚ ଦାବି କରିଛି।

Leave a Reply

Your email address will not be published. Required fields are marked *